ଗୋପକ Gopaka

  • ସଂ. ବିଣ. ଫୁ. (ଗପ୍ ଧାତୁ+କର୍ତ୍ତୃ. ଅକ) — ଗୋପନକାରୀ — Concealing
  • ସଂ. ବିଣ. ଫୁ. (ଗପ୍ ଧାତୁ+କର୍ତ୍ତୃ. ଅକ) — ରକ୍ଷକ — Protecting
  • ସଂ. ବି — ଜିଲ୍ଲାର ଶାସନ-କର୍ମଚାରୀ — Superintendent of a district
  • ସଂ. ବି — ବହୁଗ୍ରାମର ରକ୍ଷକ — The ruler of a group of villages
  • ସଂ. ବି — ଗଉଡ଼ — A cowherd
  • ସଂ. ବି — ଝୁଣା — Gum myrrh