ଗୋନାସ Gonās

  • ସଂ. ବି. (ବହୁବ୍ରୀହି; ଗୋ+ନାସ; ଗୋରୁର ନାସିକା ଭଳି ନାସିକା ଯାହାର) — ବୃହତ୍ ସର୍ପ ବିଶେଷ; ବୋଡ଼ା ସାପ — Viper (snake)
  • ସଂ. ବି. (ବହୁବ୍ରୀହି; ଗୋ+ନାସ; ଗୋରୁର ନାସିକା ଭଳି ନାସିକା ଯାହାର) — ରତ୍ନବିଶେଷ; ବୈକ୍ରାନ୍ତମଣି — A kind of gem