ଗୋନାସିକା Gonāsikā
- ସଂ. ବି — ହିମାଳୟର ଯେଉଁ ସ୍ଥଳରେ ପର୍ବତଛିଦ୍ରରୁ ବାହାରି ଗଙ୍ଗାନଦୀ ଧୀରଭାବରେ ଭୂପୃଷ୍ଠରେ ପଡ଼ିଅଛି — The place (a small hole) in the Himalayas where the Ganges is first seen issuing from the mountain
- ସଂ. ବି — ଗୋରୁର ଥୋମଣି — The projecting snout of a cow
- ଦେ. ବି — ଓଡ଼ିଶାର କେନ୍ଦୁଝର ଗଡ଼ଜାତର ଗୋଟିଏ ପାହାଡ଼ — Name of hill in the state of Keonjhar in Orissa
- ଦେ. ବି — [ଦ୍ର—ବୈତରଣୀ ନଦୀ ଏହି ଗୋନାସିକା ପର୍ବତରୁ ବାହାରି ଅଛି।]