ଗୋନନ୍ଦୀ Gonandī

  • ସଂ. ବି. (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. 1 ମା. 1 ବ.) — ବଢ଼ିଆକାଙ୍କ; ସାରସପକ୍ଷୀ — White stork; Indian crane
  • ସଂ. ବି. (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. 1 ମା. 1 ବ.) — ପର୍ବତବିଶେଷ — Name of a mountain
  • ସଂ. ବି. (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. 1 ମା. 1 ବ.) — ଦେଶବିଶେଷ — Name of a country
  • ସଂ. ବି. (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. 1 ମା. 1 ବ.) — ଶିବ — God Ṡiba
  • ସଂ. ବି. (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. 1 ମା. 1 ବ.) — କାଶ୍ମୀରର ପ୍ରାଚୀନ ରାଜାବିଶେଷ — Name of an ancient king of Kāṡmīra