ଗୋନାଥ Gonātha

  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ନାଥ) — ଷଣ୍ଢ — Bull
  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ନାଥ) — ଯାହାର ଗୋରୁପହ୍ଲ ଅଛନ୍ତି — Herdsman; an owner of kine
  • ସଂ. ବି. ( 6 ଷ୍ଠୀ ତତ୍; ଗୋ+ନାଥ) — ରାଜା — King