ଗୋଧୂଳି Godhūḻi
- ସଂ. ବି (ବହୁବ୍ରୀହି; ଗୋମାନଙ୍କ ଧୂଳି ଉଡ଼େ ଯେଉଁ ସମୟରେ) — ସୂର୍ଯ୍ୟାସ୍ତକାଳ; ଗୋରୁମାନଙ୍କର ଚରାଭୁଇଁରୁ ଫେରି ଆସିବା ସମୟ; ସନ୍ଧ୍ୟାର ପ୍ରାକ୍କାଳ — Dusk; sunset; time before nightfall
- ସଂ. ବି (ବହୁବ୍ରୀହି; ଗୋମାନଙ୍କ ଧୂଳି ଉଡ଼େ ଯେଉଁ ସମୟରେ) — [ଦ୍ର—ଗୋଧୂଳି ତିନି ପ୍ରକାର, ଯଥା— ( 1 ) ହେମନ୍ତ ଓ ଶିଶିରରେ ଯେତେବେଳେ ଅସ୍ତୋନ୍ମୁଖ ସୂର୍ଯ୍ୟର କିରଣ ମୃଦୁ ହୁଏ ଏବଂ ସୂର୍ଯ୍ୟ ଲୋହିତ ପିଣ୍ଡର ଆକାର ଧାରଣକରେ; ( 2 ) ବସନ୍ତ ଓ ଗ୍ରୀଷ୍ମ କାଳରେ ଯେତେବେଳେ ଅସ୍ତଗାମୀ ସୂର୍ଯ୍ୟ ଅର୍ଦ୍ଧେକ ମାତ୍ର ଦେଖା- ଯାଏ ଓ ( 3 ) ବର୍ଷା ଓ ଶରତ କାଳରେ ଯେତେବେଳେ ସୂର୍ଯ୍ୟ ଅସ୍ତମିତ ହୋଇ ଆଦୃଶ୍ୟ ହୁଏ। — [ଦ୍ର—ଗୋଧୂଳି ତିନି ପ୍ରକାର, ଯଥା— (1) ହେମନ୍ତ ଓ ଶିଶିରରେ ଯେତେବେଳେ ଅସ୍ତୋନ୍ମୁଖ ସୂର୍ଯ୍ୟର କିରଣ ମୃଦୁ ହୁଏ ଏବଂ ସୂର୍ଯ୍ୟ ଲୋହିତ ପିଣ୍ଡର ଆକାର ଧାରଣକରେ; (2) ବସନ୍ତ ଓ ଗ୍ରୀଷ୍ମ କାଳରେ ଯେତେବେଳେ ଅସ୍ତଗାମୀ ସୂର୍ଯ୍ୟ ଅର୍ଦ୍ଧେକ ମାତ୍ର ଦେଖା- ଯାଏ ଓ (3) ବର୍ଷା ଓ ଶରତ କାଳରେ ଯେତେବେଳେ ସୂର୍ଯ୍ୟ ଅସ୍ତମିତ ହୋଇ ଆଦୃଶ୍ୟ ହୁଏ
- ସଂ. ବି (ବହୁବ୍ରୀହି; ଗୋମାନଙ୍କ ଧୂଳି ଉଡ଼େ ଯେଉଁ ସମୟରେ) — ଗୋଧୂଳି ସମୟରେ ଯାତ୍ରାଦି ଶୁଭକର୍ମ କଲେ ଅନ୍ଯ ଶୁଭ ଲଗ୍ନ ଖୋଜିବାକୁ ହୁଏ ନାହିଁ।]
- ସଂ. ବି (ବହୁବ୍ରୀହି; ଗୋମାନଙ୍କ ଧୂଳି ଉଡ଼େ ଯେଉଁ ସମୟରେ) — (ମଧ୍ୟପଦଲୋପୀ) ଗୋରୁ ଖୁରାଦ୍ୱାରା ଉତ୍ଥିତ ଧୂଳି — Dust filling the air and raised by the tread of the hoofs of the cows