ଗେଲ୍ହା Gelhā

  • ଦେ. ବଣ. ପୁଂ ଓ ସ୍ତ୍ରୀ. — ସେରନ୍ତା — Brought up with fondling
  • ଦେ. ବଣ. ପୁଂ ଓ ସ୍ତ୍ରୀ. — ଅତି ସ୍ନେହ ବା ଆଦରର ପାତ୍ର — Object of foundling; favourite pet
  • ଦେ. ବି. — ଅତି ଆଦର; ସ୍ନେହ — Excessive fondness