ଗେଲାଇ ହେବା Galāi hebā

  • ଦେ. କ୍ରି. — ଅନ୍ୟଠାରୁ ଆଦର ପାଇବା ପ୍ରତ୍ୟାଶାରେ ସ୍ନେହଭଙ୍ଗୀ ଦେଖାଇ ହେବା — To show an attitude of fondness in expectation of receiving fondly treatment from another person
  • ଦେ. କ୍ରି. — ଆନନ୍ଦପ୍ରକାଶ କରି — To exhibit cheerfulness
  • ଦେ. କ୍ରି. — ବିକାଶ ହାସ କଟାକ୍ଷ ଢାଳିଣ ରସିକା, ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା। ଭଞ୍ଜ, ବୈଦେହୀଶବିଳାସ। କୋଡ଼ିଏଟି ପାଇକ ଦେହେ ସାଞ୍ଜୁ ବହି, ବାହାରିଲେ ତାଙ୍କର ଆଗରେ ଗେଲାଇ। କୃଷ୍ଣସିଂହ, ମହାଭାରତ, ବନ।