ଗେଲାଇ ଗେଲାଇ Gelāi gelāi

  • ଦେ. କ୍ରି. ବିଣ. — ଅତି ଅନାୟାସରେ; ଖେଳିଲା ପରି — Playfully
  • ଦେ. କ୍ରି. ବିଣ. — ପଦାତିଙ୍କି ଯେ ଶୁଣ୍ଡା ଦଣ୍ଡରେ ବୁଲାଇ, ଛେଚିଲେ ମହୀତଳେ ଗେଲାଇ ଗେଲାଇ। କୃଷ୍ଣସିଂହ, ମହଭାରତ, କର୍ଣ୍ଣ।
  • ଦେ. କ୍ରି. ବିଣ. — ଅନ୍ୟଠାରୁ ଆଦର ପାଇବା ପ୍ରତ୍ୟାଶାରେ ସ୍ନେହଭଙ୍ଗି ଦେଖାଇ — With an attitude of fondness in expectation of receiving fondling treatment from another person in return