ଗେଲେ Gele

  • ଦେ. କ୍ରି. ବିଣ. — ଆନନ୍ଦରେ; କୌତୁକରେ
  • ଦେ. କ୍ରି. ବିଣ. — ତା ଦେଖି କୃଷ୍ଣାର୍ଜୁନ ସୋମକଙ୍କ ତୁଲେ, ଶଙ୍ଗକୁ ଧରି ବଜାଇଲେ ଅତି ଗେଲେ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।