ଗୁଡ଼ାଖୁ Guṟḍ̠ākhu

  • ଦେ. ବି. (ସଂ. ଗୁଡ଼+ ତାମ୍ରକୂଟ) — ଗୁଡ଼ ଓ ଧୂଆଁପତ୍ରଗୁଣ୍ଡ ମିଶ୍ରିତ ଧୂମପାନାର୍ଥ ପ୍ରସ୍ତୁତ ଦ୍ରବ୍ଯବିଶେଷ — A smoking mixture of tobacco and treacle