ଗୁଡ଼ି Guṟḍ̠i

  • ଦେ. ବି. (ସଂ. ଗୁରୁ+ ଉଡ୍ଡୀନ) — କାଗଜ ଚକି — Paper kite
  • ଦେ. ବି. (ସଂ. ଗୁରୁ+ ଉଡ୍ଡୀନ) — (ସଂ. ଗୁଡ଼ି=ଗୋଲକ) ସ୍ତ୍ରୀଲୋକମାନଙ୍କ ପିନ୍ଧିବା ଲୁଗାର କାନି ପଣନ୍ତରେ ଦିଆଯିବା ଗଣ୍ଠି — Knot tied in the cloth worn by females at the end which hangs down the shoulder
  • ଦେ. ବି. (ସଂ. ଗୁରୁ+ ଉଡ୍ଡୀନ) — ମସିଣା ବା ମୁନ୍ଦୁରାର ଗୋଟା ଯାଇଥିବା ଅଂଶ — The wound up or folded portion of a mat
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗୋଷ୍ଠୀ) — ସଭା — Meeting
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗୋଷ୍ଠୀ) — (ଯଥା—ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି।)
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗୋଷ୍ଠୀ) — ମନ୍ଦିର — Temple
  • ପ୍ରାଦେ. (ସମ୍ବଲପୁର) ବି (ସଂ. ଗୋଷ୍ଠୀ) — (ସମ୍ବଲପୁର; ବାଲେଶ୍ୱର; ଗୋ ସ୍ଥାନରେ ଗୁ ଉଚ୍ଚାରଣ ଗୋଡ଼ି; ଛୋଟ ପଥର — Pebble
  • ଦେ. ପ୍ରତ୍ୟୟ (ଆଦରାର୍ଥ) — ଗୁଡ଼ା (ଦେଖ) — Guṟḍ̠ā (See)