ଗୁଡ଼ାଇବା Guṟḍ̠āibā
- ଦେ. କ୍ରି. (ସଂ. ଗୁଡ଼ ଧାତୁ=ବେଷ୍ଟନ କରିବା) — ବେଢ଼ାଇବା; ବେଷ୍ଟନ କରିବା — To wind (as a string round a thing)
- ଦେ. କ୍ରି. (ସଂ. ଗୁଡ଼ ଧାତୁ=ବେଷ୍ଟନ କରିବା) — ସୂତାଆଦିକୁ ପିଣ୍ଡାକାରରେ ବାନ୍ଧିବା — To twist a thread or rope into a ball
- ଦେ. କ୍ରି. (ସଂ. ଗୁଡ଼ ଧାତୁ=ବେଷ୍ଟନ କରିବା) — ଭୂମିରୁ ଉଠାଇବା ପୂର୍ବରୁ ମସିଣାକୁ ବାରଂବାର ଲେଉଟାଇ ପିଣ୍ଡୀକୃତ କରିବା — To wind up a mat
- ପ୍ରାଦେ. (ସମ୍ବଲପୁର; ବାଲେଶ୍ୱର) ବି. (ଗୋ ସ୍ଥାନରେ ଗୁ ଉଚ୍ଚାରଣ) — ଗୋଡ଼ାଇବା — To pursue; to run after