ଗୁଡ଼ାଏ Guṟḍ̠āe

  • ଦେ. ପ୍ରତ୍ୟୟ (ଅନାଦରାର୍ଥ) — ଗୁଡ଼ା (ଦେଖ) — Guṟḍ̠ā (See)
  • ଦେ. ସର୍ବ — ବହୁତ; ବେଶୀ — Much; many
  • ଦେ. ସର୍ବ — ତୁଛାକୁ ଗୁଡ଼ାଏତ କହୁଛ କାହିଁପାଇଁ—କୃଷ୍ଣସିଂହ, ମହାଭାରତ, ବନ।