ଗୁଲ୍ଜି Gulji
- ପ୍ରାଦେ. (ସମ୍ବଲପୁର) ବି — ସୁଆଁ ପରି ଏକପ୍ରକାର ଖାଦ୍ୟ ଶସ୍ୟ — A kind of food-grain
- ପ୍ରାଦେ. (ସମ୍ବଲପୁର) ବି — ଗୁଲ୍ଜି ସୁଆଁ ପାଚଲା, ଖାଡ଼ିଆ ବୁଡ଼ା ନାଚଲା—ଢଗ।
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଖାଡ଼ଆ ଆଦି ଗରିବ ଜାତିର ଲୋକେ ପୁଷମାସରେ ଧାନ କିଆରିରେ ମନକୁ ଉଠିଥିବା ଗଛର ଏହି ଶସ୍ୟ ସଂଗ୍ରହ କରନ୍ତି। ଏଥିରୁ ଚାଉଳ ବାହାର କରି ସେମାନେ ରାନ୍ଧି ଖାଆନ୍ତି।]