ଗୁଲ୍ନଗରୀ Gulnagarī

  • ଦେ. ବିଣ. — ଓଡ଼ିଶାର କେନ୍ଦ୍ରାପଡ଼ା ନିକଟସ୍ଥ ଗୁଲ୍ନଗର ନାମକ ସ୍ଥାନରେ ତନ୍ତୀମାନଙ୍କଦ୍ୱାରା ବୁଣା ହୋଇଥିବା (ଏକପ୍ରକାର ପତଳା ଲୁଗା) — (a kind of fine cloth) woven by weavers of Gulnagar (in Kendrapara in the district of Cuttack)