ଗୁଲ୍ନାର୍ Gulnār

  • ବୈଦେ. ବି. (ଫା. ଗୁଲ୍ନାର୍=ଡାଳିମ୍ବଫୁଲ; ତୋଫା ନାଲି ରଙ୍ଗ; ଫା. ଗୁଲ୍ କାରା) — ଧଡ଼ିରେ ଓ ଦେହରେ ଭିନ୍ନ ଭିନ୍ନ ଜାତୀୟ ଫୁଲ କାମ ଓ ବୁଟା କରାଯାଇଥିବା ବିଭିନ୍ନ ରକମର ରେଶମ ଶାଢ଼ୀ — Names given to different kinds of embroidered silk Sarees