ଗୁଲ୍ଗୁଲାମୁହାଁ Gulgulāmuhāñ

  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ — ଯେ ବଡ଼ ନିରୀହ ବୋଲି ଦେଖାଯାଏ ମାତ୍ର ପ୍ରକୃତରେ ଭାରି ଦୁଷ୍ଟ — Seeming very innocent from facial appearance but really naughty