ଗୁଲିଆଡ଼ୁ Guliāṟḍ̠u

  • ପ୍ରାଦେ. (ଗଞାମ) ବି — ଶଙ୍ଖ ବାଟି ତହିଁରେ କଇଥ ଅଠା ମିଶାଇ ପ୍ରସ୍ତୁତ କରିବା ଏକପ୍ରକାର ରଙ୍ଗ (ଯାହା ଗଞ୍ଜପା ସାରରେ ବୋଳାଯାଏ) — A white paint prepared for besmearing white cards for the 'Gan̄japā' game; compounded of pounded conch-shell and wood-apple gum