ଗୁଲିଖୋରି Gulikhori

  • ଦେ. ବି — ଗୁଲିଖୋର୍ପଣ; ଗୁଲି ଖାଇବା ଅଭ୍ୟାସ — The state of being a habitual smoker of opium; habitual smoking of opium
  • ଦେ. ବିଣ — ମଦତିମାନଙ୍କ ସ୍ୱଭାବ ସୁଲଭ — (conduct) Befitting an opium-smoker
  • ଦେ. ବିଣ — (ଯଥା—ଗୁଲିଖୋରି ଗପ।)