ଗୁଲାମ Gulāma

  • ବୈଦେ. ବି—(ଆ. ଗୁଲାମ୍; ତୁଳ. ଫା. ଘୁଲାମ୍) — ଗୋଲାମ (ଦେଖ) — Golāma (See)
  • ବୈଦେ. ବି—(ଆ. ଗୁଲାମ୍; ତୁଳ. ଫା. ଘୁଲାମ୍) — ଫୁଲା ମନମଥ ଗୁଲାମରୁ ମୋର ଏଣିକି ଆଉ କି ଡରରେ— କବିସୂର୍ଯ୍ୟ, ସଙ୍ଗୀତ।