ଗୁମାନୀ Gumānī

  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା. ଗୁମାନୀ=ଗର୍ବିତ) — ଅଭିମାନୀ — Sensitive; sulky
  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା. ଗୁମାନୀ=ଗର୍ବିତ) — ଗର୍ବୀ — Haughty
  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ (ଫା. ଗୁମାନୀ=ଗର୍ବିତ) — ଆତ୍ମବଡ଼ିମାଯୁକ୍ତ — Self-opinionated