ଗୁମୁଟ Gumuṭa

  • ଦେ. ବି. (ସଂ. ଗୁମ୍ପା) — ଚାରିଆଡ଼ ବନ୍ଦ ଥିବା କ୍ଷୁଦ୍ର ଦ୍ୱାର— ବିଶିଷ୍ଟ ଛୋଟ ଘର; ଆଲୁଅ ଓ ବାୟୁଚାଳନବିହୀନ କ୍ଷୁଦ୍ର ଗୃହ — A small unventilated room with a small door
  • ଦେ. ବି. (ସଂ. ଗୁମ୍ପା) — ସଂକୀର୍ଣ୍ଣ ଓ ଆବୃତ ଗଳି — Narrow covered lane
  • ଦେ. ବି. (ସଂ. ଗୁମ୍ପା) — ଗମ୍ବୁଜାକୃତି ଘର — Dome-shaped house
  • ଦେ. ବି. (ସଂ. ଗୁମ୍ପା) — ଗୁମ୍ଫାକୃତି ସଂକୀର୍ଣ୍ଣ ଘର — A house like a den