ଗୁମାନ Gumāna

  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ଗର୍ବ — Haughtiness
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ପ୍ରଦ୍ୟୁମନ ତାର ଗୁମାନ ଭାଙ୍ଗିବାକୁ, ବ୍ରହ୍ମାଅସ୍ତ୍ର ବରଗି କାଟିଲେ ଶରକୁ। କୃଷ୍ଣସିଂହ, ମହାଭାରତ, ବନ।
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ଅଭିମାନ — Sulkiness; sensitiveness; sullenness
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ଗୁମାନ କରି ଗୋରି ରହି ପାରିବୁ କିରେ। ପ୍ରାଚୀନ ସଙ୍ଗୀତ।
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ମହତ୍ତ୍ୱ; ଟେକ — Prestige
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ପରାକ୍ରମ — Power
  • ବୈଦେ. ବି. (ଫା. ଗୁମାନ=ଗର୍ବ; ତୁଳ. ସଂ. ଗରିମନ୍) — ବାହାର ଘେନି ମାନ କରି ଗୁମାନ ମାନ ଦେଖି ଦେବଙ୍କ ଭୟେ। ଭଞ୍ଜ, ବୈଦେହୀଶବିଳାସ।