ଗୁମିବା Gumibā
- ଦେ. କ୍ରି. (ଫା. ଗୁମନା) — ହଜିଯିବା — To be missing; to be lost
- ଦେ. କ୍ରି. (ଫା. ଗୁମନା) — ଲୁଚିଯିବା — To be hidden from view
- ଦେ. କ୍ରି. (ଫା. ଗୁମନା) — (ସଂ. ଗ୍ରୀଷ୍ମ) କୃତ୍ରିମ ଉପାୟରେ ଉତ୍ତାପ ପାଇ ଫଳ ପାଚିବା — (fruits) To ripen with heat applied by artificial means
- ଦେ. କ୍ରି. (ଫା. ଗୁମନା) — (ଫଳ ଆଦି) ଗରମରେ ପଚିଯିବା — (fruits etc) To rot on account of excessive heat