ଗୁନ୍ଥା Gunthā

  • ଦେ. ବି. (ସଂ. ଗ୍ରନ୍ଥନ; ସଂ. ଗୁତ୍ସନ; ପ୍ରା ଗୁତ୍ଥନ) — ମାଳା କରିବା ନିମନ୍ତେ ଫୁଲଆଦି ଗୁନ୍ଥିବା — To string together (to form a garland)
  • ଦେ. ବିଣ. — ଗ୍ରଥିତ; ଗୁନ୍ଥିବା କର୍ମ କରାଯାଇ ଥିବା — Strung together