ଗୁନିଆ Guniā

  • ଦେ. ବି. (ସଂ. କୋଣ) — ନକସାରୁ ଭୂମିର ପରିମାଣ ନିର୍ଣ୍ଣୟ କରିବା ସକାଶେ ବ୍ଯବହୃତ ଯନ୍ତ୍ରବିଶେଷ — A surveyor's scale or protractor (by which the area of a plot is found out from a map)
  • ଦେ. ବି. (ସଂ. କୋଣ) — ରାଜମିସ୍ତ୍ରୀମାନେ କାନ୍ଥ ବା ଗାନ୍ଥିନୀର, ବଢ଼େଇମାନେ କାଠର ଓ ପଥୁରିଆମାନେ ପଥରର ସମକୋଣ ଓ ପରିମାଣ ଠିକରୂପେ ଜାଣିବା ନିମନ୍ତେ ବ୍ଯବହାର କରିବା '୮' ଆକାରର ଯନ୍ତ୍ର ବିଶେଷ — Mason's square (instrument)