ଗୁନା Gunā
- ପ୍ରାଦେ. (ଗଞ୍ଜାମ) ବି — ଜଳ ରଖିବା ପାଇଁ ବଡ଼ ମାଟି ଭାଣ୍ଡ — 1. Big earthen jar for storing water
- ପ୍ରାଦେ. (ଗଞ୍ଜାମ) ବି — (ସମ୍ବଲପୁର) ବି—ଗୁଣା (ଦେଖ) — Guṇā (See)
- ବୈଦେ. ବି. (ଫା. ଗୁନାହ୍=ପାପ; ଦୋଷ; ଅପରାଧ) — ରାଗ; କ୍ରୋଧ — Anger
- ବୈଦେ. ବି. (ଫା. ଗୁନାହ୍=ପାପ; ଦୋଷ; ଅପରାଧ) — ଅଭିମାନ — Sullenness; silent displeasure