ଗୁନ୍ଥିବା Gunthibā

  • ଦେ. କ୍ରି. (ସଂ. ଗ୍ରନ୍ଥ ଧାତୁ; ସଂ. ଗୁତ୍ସ ଧାତୁ; ପ୍ରା. ଗୁତ୍ଥ ଧାତୁ) — ମାଳାରୂପେ ଏକତ୍ର କରିବା; ଗ୍ରନ୍ଥନ କରିବା — To string together
  • ଦେ. କ୍ରି. (ସଂ. ଗ୍ରନ୍ଥ ଧାତୁ; ସଂ. ଗୁତ୍ସ ଧାତୁ; ପ୍ରା. ଗୁତ୍ଥ ଧାତୁ) — ପୁଷ୍ପ ତୋଳି ହାର ଗୁନ୍ଥୁଥିଲା ବସି ଯଯାତି ଦେବୀ ଛାମୁରେ। ରଧାନାଥ, ଯଯାତି।
  • ଦେ. କ୍ରି. (ସଂ. ଗ୍ରନ୍ଥ ଧାତୁ; ସଂ. ଗୁତ୍ସ ଧାତୁ; ପ୍ରା. ଗୁତ୍ଥ ଧାତୁ) — ଫୋଡ଼ିବା — To pierce a thing through with a thread or needle