ଗୁଣିତକ Guṇitaka

  • ସଂ. ବି. (ଗୁଣିତ+କ) — (ଗଣିତ) ଯେଉଁ ବୃହତ୍ ରାଶିକୁ ଅନ୍ଯ ଗୋଟିଏ କ୍ଷୁଦ୍ରତର ରାଶିଦ୍ୱାରା ଭାଗ କଲେ କିଛି ଭାଗଶେଷ ରହେ ନାହିଁ — (arithmetic) Multiple
  • ସଂ. ବି. (ଗୁଣିତ+କ) — [ଦ୍ର— 25 ସଂଖ୍ୟା 5 ର ଗୁଣିତକ ଅଟେ କିନ୍ତୁ 4 ର ଗୁଣିତକ ନୁହେ।] — [ଦ୍ର—25ସଂଖ୍ୟା5ର ଗୁଣିତକ ଅଟେ କିନ୍ତୁ4ର ଗୁଣିତକ ନୁହେ]