ଗୁଣୀ Guṇī
- ସଂ. ବିଣ. ପୁଂ. (ଗୁଣ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଗୁଣବାନ୍ — Possessed of merit; accomplished; talented
- ସଂ. ବିଣ. ପୁଂ. (ଗୁଣ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଗୁଣିଆଁ — Expert in the art of conjuring
- ସଂ. ବିଣ. ପୁଂ. (ଗୁଣ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଧର୍ମୀ; ଧର୍ମବିଶିଷ୍ଟ — Having a quality or attribute
- ସଂ. ବି — ଧନୁ — A bow
- ଦେ. ବି. — ଗୁଣି (ଦେଖ) — Guṇi (See)