ଗୁଣିବିଡ୍ୟା Guṇibidyā

  • ଦେ. ବି — ମନ୍ତ୍ରଯନ୍ତ୍ର ବିଦ୍ୟା — The black art
  • ଦେ. ବି — ଗୁଣି ବିଦ୍ୟାରେ ଏହା ଆଗରେ କେହି ଛିଡ଼ା ହୋଇପାରିବ ନାହିଁ। ଫକୀରମୋହନ, ଛମାଣଆଠଗୁଣ୍ଠ।