ଗୁଣିତ Guṇita

  • ସଂ. ବିଣ. (ଗୁଣ୍ ଧାତୁ+କର୍ମ. ତ) — (ଗଣିତ) ଅନ୍ଯ ଅଙ୍କଦ୍ୱାରା ଯେଉଁ ଅଙ୍କର ଗୁଣନ କରାଯାଇ ଅଛି; ଗୁଣାଯାଇ ଥିବା — (arithmetic) Multiplied
  • ସଂ. ବିଣ. (ଗୁଣ୍ ଧାତୁ+କର୍ମ. ତ) — ଯହିଁରେ ଗୁଣ ଚଢ଼ାଯାଇ ଥାଏ (ଧନୁ) — Strung (bow)
  • ସଂ. ବିଣ. (ଗୁଣ୍ ଧାତୁ+କର୍ମ. ତ) — ଗଣିତ (ପ୍ରକୃତିବାଦ) — Mathematics