ଗିରିଭୂ Giribhū

  • ସଂ. ବି. (ଗିରି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ପର୍ବତରୁ ଜାତ ନଦୀ — River rising from a mountain
  • ସଂ. ବି. (ଗିରି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ପାର୍ବତୀ — Pārbatī
  • ସଂ. ବି. (ଗିରି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଉପଳଖଣ୍ଡ — Piece of stone
  • ସଂ. ବି. (ଗିରି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଗଙ୍ଗା — 4. The river Ganges