ଗିରିମଲ୍ଲିକା Girimallikā

  • ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ଗିରି+ମଲ୍ଲିକା) — କୁଟଜବୃକ୍ଷ; ପିତାକୋରୁଆ ଗଛ — Echites Antidysenterica
  • ସଂ. ବି. ( 6 ଷ୍ଠୀ ତତ୍ ବା ମ. ପ. ଲୋ; ଗିରି+ମଲ୍ଲିକା) — [ଦ୍ର—ଏହାର ଫୁଲ ଧଳା ଓ ସୁଗନ୍ଧ।]