ଗିରିବ୍ରଜ Girihraja
- ସଂ. ବି. ( 6 ଷ୍ଠୀ ତତ୍; ଗିରି+ବ୍ରଜ=ସମୂହ) — ବିହାର ପ୍ରଦେଶ ଅନ୍ତଃପାତୀ ପ୍ରାଚୀନ ନଗରବିଶେଷ; ଜରାସନ୍ଧଙ୍କ ରାଜଧାନୀ — A country in ancient Bihār
- ସଂ. ବି. ( 6 ଷ୍ଠୀ ତତ୍; ଗିରି+ବ୍ରଜ=ସମୂହ) — ଦିନେ ଗିରିବଜରେ ଜରାସନ୍ଧ ଥାଇ—କୃଷ୍ଣସିଂହ, ସହାଭାରତ, ସଭା।
- ସଂ. ବି. ( 6 ଷ୍ଠୀ ତତ୍; ଗିରି+ବ୍ରଜ=ସମୂହ) — [ଦ୍ର—ଏହା ଗଙ୍ଗା ଓ ଶୋଣ ନଦୀର ସଙ୍ଗମସ୍ଥଳରେ ଥିଲା। ଋଷିଗିରି, ବରାହ, ବୃଷଭ, ବୈହାର ଓ ଚୈତ୍ୟକ ଏହି ପଞ୍ଚଗିରିବର ମିଶି 'ଗିରିବ୍ରଜ' ଆଖ୍ୟା ପାଇଥିଲା। ଏହାର ପରବର୍ତ୍ତୀ ନାମ ରାଜଗୃହ; ଏହା କେକୟ ଦେଶର ରାଜଧାନୀ ଥିଲା।]