ଗିରିବା Giribā

  • ଦେ. କ୍ରି (ସଂ. ଗଳଧାତୁ) — ଆରୋପିତ ହେବା; ଲଦା ଯିବା; ଅଭିଯୁକ୍ତ କରାଯିବା — To be attributed to
  • ଦେ. କ୍ରି (ସଂ. ଗଳଧାତୁ) — (ଯଥା—ତାଙ୍କ ଉପରେ ଏବେ ସବୁ ଦୋଷ ଗିରି ଗଲା।) (ଗିରାଇବା—ପ୍ରୟୋଜକ)
  • ଦେ. କ୍ରି (ସଂ. ଗଳଧାତୁ) — ତଳେ ପଡ଼ିବା — To drop down on the ground