ଗିରିପକାଇବା Giripakāibā

  • ପ୍ରାଦେ. (ଗଡଜାତ) କ୍ରି. (ଗୋରୁ; ପୋଢ଼ୁଅ ଆଦି) — ବେମାର ହୋଇ ଘୁମାଇବା ଓ ଆଖିରୁ ଲୁହ ଗଡ଼ାଇବା — (cattle; buffalo) To be attacked with a disease accompanied with dosing and watering of the eyes