ଗିରିଧର Giridhara

  • ସଂ. ବି. ପୁଂ. (ଗୋବର୍ଦ୍ଧନ ଗିରିକୁ ଧାରଣ କରିଥିବାରୁ ଗିରି +ଧୃ ଧାତୁ+କର୍ତ୍ତୃ. ଅ) — ଶ୍ରୀକୃଷ୍ଣଙ୍କ ନାମ — An epithet of Ṡrīkṛushṇa