ଗିରିତ୍ର Giritra

  • ସଂ.ବି (ଗିରି+ତ୍ରୈ ଧାତୁ+କର୍ତ୍ତୃ. ଅ) — ମହାଦେବ; ଶିବ — God Ṡiba
  • ସଂ.ବି (ଗିରି+ତ୍ରୈ ଧାତୁ+କର୍ତ୍ତୃ. ଅ) — (ମୈନାକ ପର୍ବତ ଇନ୍ଦ୍ରଙ୍କ ଭୟରେ ସମୁଦ୍ରରେ ଲୁଚି ଥିବାରୁ) ସମୁଦ୍ର — The sea