ଗିରିଦୁର୍ଗ Giridurga

  • ସଂ. ବି (ମଧ୍ୟପଦଲୋପୀ; ଗିରି+ଦୁର୍ଗ; ଗିରି ଉପରେ ନିର୍ମିତ ଦୁର୍ଗ) — ପାର୍ବତ୍ୟ ଗଡ଼; ଦୁର୍ଗପରି ଚତୁର୍ଦ୍ଦିଗରେ ପର୍ବତଦ୍ୱାରା ରକ୍ଷିତ ନିରାପଦ ସ୍ଥାନ — Mountain-fortress
  • ସଂ. ବି (ମଧ୍ୟପଦଲୋପୀ; ଗିରି+ଦୁର୍ଗ; ଗିରି ଉପରେ ନିର୍ମିତ ଦୁର୍ଗ) — ପର୍ବତ ଉପରେ ତିଆରି ହୋଇଥିବା କିଲ୍ଲା — Hill-fort