ଗାରୁଡ଼ିଆ Gāruṟḍ̠iā
- ଦେ. ବି. (ସଂ. ଗାରୁଡ଼ିକ) — ବିଷବୈଦ୍ୟ; ବିଷ ଝାଡ଼ିବା ମନ୍ତ୍ରରେ ପାରଙ୍ଗମ ବ୍ଯକ୍ତି — One versed in the art of using charms against snake-bites
- ଦେ. ବି. (ସଂ. ଗାରୁଡ଼ିକ) — ସାପୁଆ — Snake-charmer
- ଦେ. ବି. (ସଂ. ଗାରୁଡ଼ିକ) — ଚାରୁ ଭୁରୂଲତା ତା ସଙ୍ଗେ ଖେଳଇ, ମାର ଗାରୁଡ଼ିଆ ଖେଳାଏ କି ଅହି? ରାଧାନାଥ, ନନ୍ଦିକେଶ୍ୱରୀ।