ଗାରୁତ୍ମତ Gārutmata

  • ସଂ. ବି. (ଗରୁତ୍ମତ୍=ଗରୁଡ଼+ଭବାର୍ଥେ. ଅ; ଗରୁଡ଼ଙ୍କ ଶ୍ଳେଷ୍ମାରୁ ଏହି ମଣିର ଉତ୍ପତ୍ତି ବିଷୟ ପୁରାଣପ୍ରସିଦ୍ଧ) — ମରକତମଣି — Emerald
  • ସଂ. ବି. (ଗରୁତ୍ମତ୍=ଗରୁଡ଼+ଭବାର୍ଥେ. ଅ; ଗରୁଡ଼ଙ୍କ ଶ୍ଳେଷ୍ମାରୁ ଏହି ମଣିର ଉତ୍ପତ୍ତି ବିଷୟ ପୁରାଣପ୍ରସିଦ୍ଧ) — ଗାରୁଡ଼ାସ୍ତ୍ର — Name of a weapon