ଗାରୁ Gāru

  • ପ୍ରାଦେ. (ଗଞ୍ଜାମ) ବି. (ତେଳଗୁ) — ଭଦ୍ରଲୋକଙ୍କ ନାମ ପରେ ବ୍ଯବହୃତ ସମ୍ମାନାର୍ଥକ ଶବ୍ଦ; ମହାଶୟ (ଯଥା—ରାମନ୍ନା ନାଇଡ଼ୁ ଗାରୁ; ପାନ୍ତୁଲୁ ଗାରୁ) — A respectful adjunct to the name of a person (like the English 'Esq' or square. after the name of a gentleman)