ଗାରୁଗାରୁ Gārugāru

  • ଦେ. ବିଣ — ବିରକ୍ତ ବା ଅଭିମାନ ପ୍ରକାଶପୂର୍ବକ ଗାଉଁ ଗାଉଁ ହେଉଥିବା — Grumbling
  • ଦେ. ବିଣ — ବିମର୍ଷ; ଭ୍ରୂକୁଟୀଯୁକ୍ତ — Scowling; sullen; frowning
  • ଦେ. ବିଣ — ଅସନ୍ତୁଷ୍ଟ — Discontented
  • ଦେ. ବିଣ — ବିରକ୍ତି ପ୍ରକାଶକ — Showing signs of discontent
  • ଦେ. ବିଣ — (ଯଥା—ମୁହଁ ଗାରୁଗାରୁ କରିବା।)