ଗାଥିକା Gāthikā

  • ସଂ. ବି. ସ୍ତ୍ରୀ. (ଗାଥକ, ଗାଥିକ+ଆ) — ଗାଥକର ସ୍ତ୍ରୀଲିଙ୍ଗ — Feminine of Gāthaka
  • ସଂ. ବି. ସ୍ତ୍ରୀ. (ଗାଥକ, ଗାଥିକ+ଆ) — ଗୀତ — Song
  • ସଂ. ବି. ସ୍ତ୍ରୀ. (ଗାଥକ, ଗାଥିକ+ଆ) — ପଦ୍ଯ — Verse; poem