ଗାତ୍ରୋତାନ Gātrotthāna

  • ସଂ. ବି. ( 6 ଷ୍ଠୀ ତତ୍; ଗାତ୍ର+ଉତ୍ଥାନ) — ବସିବା ବା ଶୋଇବା ଅବସ୍ଥାରୁ ଉଠିବା — Rising up or sitting up from a lying or sitting posture
  • ସଂ. ବି. ( 6 ଷ୍ଠୀ ତତ୍; ଗାତ୍ର+ଉତ୍ଥାନ) — ନିଦରୁ ଉଠିବା — Getting up from sleep
  • ସଂ. ବି. ( 6 ଷ୍ଠୀ ତତ୍; ଗାତ୍ର+ଉତ୍ଥାନ) — କୌଣସି ସ୍ଥାନରୁ ଉଠିଯିବା — Rising up from a place