ଗାଥକ Gāthaka

  • ସଂ. ବି ପୁଂ. (ଗୈ ଧାତୁ=ଗାନ କରିବା+ଶିଳ୍ପୀ ଅର୍ଥରେ କର୍ତ୍ତୃ. ଥକ) — ପଟୁଗାୟକ — An expert singer or musician
  • ସଂ. ବି ପୁଂ. (ଗୈ ଧାତୁ=ଗାନ କରିବା+ଶିଳ୍ପୀ ଅର୍ଥରେ କର୍ତ୍ତୃ. ଥକ) — ଗାନକାରୀ; ଗାୟକ — A singer
  • ସଂ. ବି ପୁଂ. (ଗୈ ଧାତୁ=ଗାନ କରିବା+ଶିଳ୍ପୀ ଅର୍ଥରେ କର୍ତ୍ତୃ. ଥକ) — ପୁରାଣ ବା ସ୍ତବାଦିର ଗାୟକ — A reciter of sacred songs