ଗାଈକଟା Gāīkaṭā

  • ଦେ. ବିଣ. (ଗାଳି) — ଯେ ଖାଦ୍ୟ ନିମନ୍ତେ ଗୋରୁ ହାଣେ — Slaughtering cows for food
  • ଦେ. ବି. — ଗାଈକୁ ହାଣିବା — The slaughter of a cow
  • ଦେ. ବି. — ଗୋଘାତକ — Cow-killer
  • ଦେ. ବି. — ଅହିନ୍ଦୁ — A Non-Hindu