ଗାଈଅଇଲାବେଳେ Gāīailābeḻa

  • ଦେ. ବି — ସନ୍ଧ୍ୟାବେଳେ ଗୋଠରୁ ଗାଈଗୋରୁ ଫେରି ଆସୁଥିବା ସମୟ; ଗୋଧୂଳି ସମୟ — The evening when the cattle come back after grazing on the fields; dusk